55% Off

Brass Krishna ( Anthuaa Gopal) ଓଡିଶା ର ପ୍ରସିଦ୍ଧ ବାଳକଟି ର ପିତଳ କାରିଗରୀ .

Rs.1,970.00 Rs.899.00

In Stock
Compare
Category:

Description

ଓଡିଶା ର ପ୍ରସିଦ୍ଧ ବାଳକଟି ର ପିତଳ କାରିଗରୀ .

ଓଡ଼ିଶାର ନାନାଦି କଳାକୃତି ମଧ୍ୟରୁ କଂସା ଓ ପିତ୍ତଳରେ ତିଆରି ହାତକାମ ଅନ୍ୟତମ । ପିତ୍ତଳରେ ରସ ବାସନ, ବ୍ରୋଞ୍ଜ ବା କଂସାରେ ଚୁଡ଼ି ଆଦି ପାରମ୍ପରିକ ଭାବରେ ଓଡ଼ିଶାରେ ତିଆରି କରାଯାଉଥିଲା । ଏଥି ସହିତ ଆଲୋକବତୀ (ଲ୍ୟାମ୍ପ) ଓ ବତୀଦାନୀ (ଲ୍ୟାମ୍ପଷ୍ଟାଣ୍ଡ) ଆଦି ପୂଜାମାନଙ୍କରେ ବ୍ୟବହର ହେବା ଲାଗି ତିଆରି ପିତ୍ତଳରେ ତିଆରି କରାଯାଇଥାଏ । ଘରେ ବ୍ୟବହାର ପାଇଁ କଂସାରେ ଅନେକ ପ୍ରକାରର ବାସନ କୁସନ ତିଆରି କରାଯାଇଥାଏ । ଆଗକାଳରେ ଚାଉଳ ମପାହେବା ନିମନ୍ତେ କଂସାରେ ଗିନା, ଖାଇବା ନିମନ୍ତେ ବାଟି ଓ ବଡ଼ ପାତ୍ର, ପାଣି ରଖିବା ନିମନ୍ତେ ପିତ୍ତଳ କଳସୀ, ଓ ରାନ୍ଧିବା ନିମନ୍ତେ ପିତ୍ତଳ ହାଣ୍ଡି ଆଦି ତିଆରି କରାଯାଉଥିଲା ।ଏହା ବାଦ କଳାକାରମାନେ କଂସା ଓ ପିତ୍ତଳରେ ସୁନ୍ଦର ସୁନ୍ଦର କୋଟିକମକରା ହାତୀ ଘୋଡ଼ା, ରଥ ଓ ଗହଣା ତିଆରି କରିଥାଅନ୍ତି । ପିତ୍ତଳରେ ଗୁଆ-ଛେଚା ଖୁବ ଉପଯୋଗୀ ଓ ଆଳଙ୍କରିକ ଭାବରେ ଗଢ଼ାଯାଇଥାଏ । ଏହି ସବୁ କଳାରେ ଓଡ଼ିଶାର କଳାକାର ମାନଙ୍କର ନିଖୁଣ କଳାନୈପୁଣ୍ୟ ଫୁଟିଉଠିଥାଏ ।

Vendor Information

  • Store Name: Unique Accessories
  • Vendor: Unique Accessories
  • Address: Oldtown
    Electric office square
    Bhubaneswar 751002
    Orissa
  • 5.00 5.00 rating from 2 reviews

MOST VIEW PRODUCT

RECENTLY VIEW